iECHO ଆପଣଙ୍କ ପାଇଁ ECHO community ର ସଦ୍ୟତମ ଘଟଣାବଳୀ ସହିତ ଅପଡେଟ୍ ରହିବା ସହଜ କରିଥାଏ, ଆମେ ଆପଣଙ୍କୁ ଏହି ସୂଚନା ECHO Stories ଏବଂ ECHO Updates ଆକାରରେ ପ୍ରଦାନ କରୁ।
ECHO Stories
ଏହି ବିଭାଗରେ, ଆପଣ ସାରା ବିଶ୍ୱରେ Project ECHO ଏବଂ ଏହାର ସହଯୋଗୀ/ସହଭାଗୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଭାବ ବିଷୟରେ କାହାଣୀଗୁଡ଼ିକ ଅନୁସନ୍ଧାନ କରିପାରିବେ। ଏହି କାହାଣୀଗୁଡ଼ିକ ECHO ନେଟୱାର୍କ ସହିତ ସେମାନଙ୍କର ଜଡ଼ିତତାରୁ ହାସଲ ହୋଇଥିବା ବିଶେଷଜ୍ଞତାକୁ ବ୍ୟବହାର କରି ECHO ସମୁଦାୟ ଦ୍ୱାରା ହାସଲ କରାଯାଇଥିବା ଉଲ୍ଲେଖନୀୟ ସଫଳତା ବିଷୟରେ ସୂଚନା ପ୍ରଦାନ କରେ।
ଯଦି ଆପଣ ଆପଣଙ୍କର ECHO କାହାଣୀ iECHO ହୋମପେଜରେ ପ୍ରଦର୍ଶିତ କରିବାକୁ ଚାହାଁନ୍ତି, ତେବେ କୃପା କରି ଆମକୁ ଏଠାରେ ଲେଖନ୍ତୁ: community@iecho.org
ECHO Updates
ଏଠାରେ, ଆପଣ ସାରା ବିଶ୍ୱର ସମ୍ପ୍ରତିକ ଅପଡେଟଗୁଡ଼ିକ ଦେଖିପାରିବେ ଯେଉଁଥିରେ Project ECHO କିମ୍ବା ଆମର କୌଣସି hub ଏବଂ superhub ସହଭାଗୀମାନଙ୍କ କାର୍ଯ୍ୟକୁ ସ୍ଥାନ ଦିଆଯାଇଛି।
ଯଦି ଆପଣ କୌଣସି ପ୍ରମୁଖ ପ୍ରକାଶନ, ଜର୍ନାଲ, ପତ୍ରିକା କିମ୍ବା ଅନ୍ୟାନ୍ୟ ଉତ୍ସରେ ସ୍ଥାନ ପାଇଛନ୍ତି, ଏବଂ ECHO ସମୁଦାୟର ଅବଶିଷ୍ଟ ସଦସ୍ୟଙ୍କ ସହିତ ଆପଣଙ୍କର ସଫଳତା ସେୟାର କରିବାକୁ ଚାହାଁନ୍ତି, ତେବେ କୃପା କରି ଆମକୁ ଏଠାରେ ଲେଖନ୍ତୁ: community@iecho.org